Download high-quality utkal divas in odia, odia utkal divas images, utkal divas odia sms, utkal divas odia images, utkal divas odia wallpapers, utkal divas odia greetings.
Utkal Divas Date and Time 2021
1st April 2021, (Thursday)
Utkal Divas Quotes, Status 2021 in odia
1. ଦେଶ ଭିତରେ ଭାରତ, ରାଜ୍ୟ ଭିତରେ ଓଡିଶା |
ଭାଷା ଭିତରେ ଓଡ଼ିଆ ସବୁଠୁ ଭଧିଆ |
ଗରବେ କୁହ ମୁ ଓଡ଼ିଆ.
2. ହେ ଉତ୍କଳର ଯୁବ ବଂଶଧର
ଆମେ ଏ ଜାତି ର ସ୍ପନ୍ଦନ
ଆସ ଏ ଭରୀବା ଓଡ଼ିଆ ପ୍ରାଣରେ
ନୂତନ ଏକ ଜୀବନ |
ସଦା ଆଉ ସଜିବିତ
ଓଡ଼ିଆ ମନ ସନମାନ
ଉତ୍କଳ ଦିବସେ ଓଡ଼ିଆ ଙ୍କୁ
ହାର୍ଦ୍ଧିକ ଅଭିନନ୍ଦନ |
3. ଉତ୍କଳ ଦିବସ ଉପଲକ୍ଷେ ସମସ୍ତଙ୍କୁ ଅଭିନନ୍ଦନ.
ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ହାର୍ଦ୍ଧିକ ଶୁଭେଚ୍ଛା.
ପବିତ୍ର ଉତ୍କଳ ଦିବସ ଉପଲକ୍ଷେ ଶୁଭକାମନା ଓ ଅଭିନନ୍ଦନ.
ଉତ୍କଳ ଦିବସ ରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା.
Utkal Divas HD Images 2021
Related Posts:





Give Your Feedback