Download below the latest bande utkala janani lyrics in odia, bande utkala janani lyrics in odia image, bande utkala janani lyrics in odia pdf, bande utkala janani lyrics in odia language.
Odisha Bande Utkala Janani Lyrics in Odia Language, PDF, Image
Bande Utkal Janani Lyrics in Odia
"ବନ୍ଦେ ଉତ୍କଳ ଜନନୀ"
ବନ୍ଦେ ଉତ୍କଳ ଜନନୀ,
ଚାରୁ ହାସମàŸୀ ଚାରୁ à¬ାଷମàŸୀ,
ଜନନୀ, ଜନନୀ, ଜନନୀ॥
ପୂତ-ପàŸୋଧି-ବିଧୌତ-ଶରୀର,
ତାଳତମାଳ-ସୁଶୋà¬ିତ-ତୀର,
ଶୁà¬୍ର ତଟିନୀକୂଳ-ଶୀଖର-ସମୀର,
ଜନନୀ, ଜନନୀ, ଜନନୀ॥
ଘନ ଘନ ବନà¬ୂମି ରାଜିତ ଅଙ୍ଗେ,
ନୀଳ à¬ୂଧରମାଳା ସାଜେ ତରଙ୍ଗେ,
କଳ କଳ ମୁଖରିତ ଚାରୁ ବିହଙ୍ଗେ,
ଜନନୀ, ଜନନୀ, ଜନନୀ॥
ସୁନ୍ଦର ଶାଳୀ-ସୁଶୋà¬ିତ-କ୍ଷେତ୍ର,
ଜ୍ଞାନବିଜ୍ଞାନ-ପ୍ରଦର୍ଶିତ-ନେତ୍ର,
ଯୋଗୀଋଷିଗଣ-ଊଟଜ-ପବିତ୍ର,
ଜନନୀ, ଜନନୀ, ଜନନୀ॥
ସୁନ୍ଦର ମନ୍ଦିର ମଣ୍ଡିତ-ଦେଶା,
ଚାରୁକଳାବଳୀ-ଶୋà¬ିତ-ବେଶା,
ପୁଣ୍àŸ à¬¤ୀର୍ଥାଚàŸ-ପୂର୍ଣ୍ଣ-ପ୍ରଦେଶା,
ଜନନୀ, ଜନନୀ, ଜନନୀ॥
ଉତ୍କଳ ଶୂରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚ୍ଚିତ-ଦେହା,
ବିଶ୍ବà¬ୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ, ଜନନୀ॥
କବିକୁଳମୌଳି ସୁନନ୍ଦନ-ବନ୍ଦ୍àŸା,
à¬ୁବନ ବିଘୋଷିତ-କୀର୍ତ୍ତି ଅନିନ୍ଦ୍àŸା,
ଧନ୍àŸେ, ପୁଣ୍àŸେ, ଚିରଶରଣ୍àŸେ,
ଜନନୀ, ଜନନୀ, ଜନନୀ॥
Download Bande Utkala Janani Lyrics Image
Also Read: Jay Maa Sarala HD Images


Give Your Feedback